ଅପହରଣ ନାଟକରେ ଯବନିକା : ଜେଲ୍ ଗଲା ରସିକିଆ ସ୍ବୀଗିବୟ ଚିକୁନ୍

ଅପହରଣ ମାମଲା ସମେତ ଲାଗିଲା ୧୦ ଦଫା,ମୋବାଇଲ, ବାଇକ୍ ଜବତ ଧଉଳି : ନିଜ ଜାଲରେ ନିଜେ ଫସିଲା। ଶେଷରେ ଜେଲ୍ ଗଲା ନିଜ ଅପହରଣ ନାଟକ ନିଜେ ରଚିଥିବା ପତିତପାବନ ପୃଷ୍ଟି ଓରଫ୍‌ ଚିକୁନ୍। ପୁଲିସ ତା’ ବିରୋଧରେ ଅପହରଣ ସମେତ ୧୦ଟି ଦଫା ଲଗାଇବା ସହ ଶୁକ୍ରବାର ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ତା’କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଥିଲା। … Continue reading ଅପହରଣ ନାଟକରେ ଯବନିକା : ଜେଲ୍ ଗଲା ରସିକିଆ ସ୍ବୀଗିବୟ ଚିକୁନ୍